XIV

Source 📝

ଉଇକିପିଡ଼ିଆ‌ରୁ
ଆସନ୍ତୁ, ସମକାଳୀନ ଓଡ଼ିଆ ସାହିତ୍ୟର ଗାଥାରେ ଏହି ଉଇକିପିଡ଼ିଆକୁ ଭରିବା
~• ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକଙ୍କ ବିଷୟରେ ଲେଖା ପାଇଁ ଏକ ଅଭିଯାନ •~
ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକଙ୍କର ବିବରଣୀ ଆଦିରେ ଭରି ତାହାକୁ ଆହୁରି ସୁନ୍ଦର କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ । ଉଇକିପିଡ଼ିଆର ନିୟମ, କାମ ପ୍ରଣାଳୀ ଏବଂ ଆଉସବୁ ସୂଚନା ପାଇଁ ଆଲୋଚନା ସଭାକୁ ଯାଇ ଆଲୋଚନା କରନ୍ତୁ ।

ଓଡ଼ିଆ ସାହିତ୍ୟ ଉପରେ ଥିବା ସବୁ ଲେଖା ଏହି ଶ୍ରେଣୀ ଭିତରେ ଦେଖିହେବ ।

ଉତ୍ସାହୀ କର୍ମୀ

ପ୍ରସଙ୍ଗ ପାଇଁ

  1. ଦୀପ୍ତିମାନ ପାଣିଗ୍ରାହୀ
  2. ବିସ୍ମୟ ଦାଶ
  3. ସୁଭ ପା
  4. ଗଣେଶ ପ୍ରସାଦ
  5. ପ୍ରତୀକ ପଟ୍ଟନାୟକ

ଛାଞ୍ଚ, ବୈଷୟିକ କାମ ପାଇଁ

  1. ଶ୍ରୀକାନ୍ତ କେଡିଆ
  2. ସୌରଭ ମହାନ୍ତି

ଫଟୋ

  1. ପ୍ରତୀକ ପଟ୍ଟନାୟକ - ପ୍ରସିଦ୍ଧ ଓଡ଼ିଆ କବିମାନଙ୍କ ଚିତ୍ର, ଲେଖକମାନଙ୍କ ଦସ୍ତଖତ

ଅଡ଼ିଓ

ଭିଡ଼ିଓ

ଆଲୋଚନା

ଦୟାକରି ଏହି ପ୍ରକଳ୍ପ ବାବଦରେ ଥିବା ଆଲୋଚନାସବୁ ଏହି ଆଲୋଚନା ପୃଷ୍ଠାରେ ଯାଇ କରନ୍ତୁ ।

ପ୍ରକଳ୍ପ ବିବରଣୀ

Text is: available under the: Creative Commons Attribution-ShareAlike License. Additional terms may apply.